କାଳ

କାଳର ରୂପ ଯେ ବିଶାଳ
କାଳ ନହିଲେ ସେ ଅକାଳ,
କାଳର କଳାରେ କଳାୟିତ ଯିଏ,
କାଳ ତା ପାଈଁ ସକାଳ।

କାଳ ପରି ମନ ଚଞ୍ଚଳ

ଦୁହିଁଙ୍କର ଗତି ପ୍ରବଳ

କାଳ ସଂଗେ ମନ ତାଳ ମେଳ ଥିଲେ

ଜୀବନ ହୋଇବ ନିଶ୍ଚଳ।

2:46PM 27/05/2019

Leave a comment